ବାହାନଗା ଟ୍ରେନ୍ ଟ୍ରାଜେଡି : ପଦରୁ ହଟିଲେ ଜେନେରାଲ ମ୍ୟାନେଜର
ବାହାନଗା ଟ୍ରେନ୍ ଟ୍ରାଜେଡି : ପଦରୁ ହଟିଲେ ଜେନେରାଲ ମ୍ୟାନେଜର ପଦରୁ ହଟିଲେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ।

ବାହାନଗା ଟ୍ରେନ୍ ଟ୍ରାଜେଡି : ପଦରୁ ହଟିଲେ ଜେନେରାଲ ମ୍ୟାନେଜର ପଦରୁ ହଟିଲେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ।
ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ସମିତି ଅନୁମତି ଦେଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅର୍ଚ୍ଚନା ଯୋଶୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ତାଙ୍କୁ କର୍ଣ୍ଣାଟକର ୟେଲହଁକାରେ ରେଳ ଚକା କାରଖାନାର ଜେନେରାଲ ମ୍ୟାନେଜର କରାଯାଇଛି।..