ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସାଲେପୁର ବ୍ଲକର ବିଭିନ୍ନ ସ୍ଥାନ କୁ ଗ୍ରସ୍ତ କରି ଉତ୍କଳ ଗୌରବ ମଧୁବାବୁ ଜନ୍ମ ପୀଠ କୁ ପରିକ୍ରମା କରିବା ସହ ଗୋପିନାଥପୁର ପଡିଆ ଠାରେ ଫ୍ରେଣ୍ଡସ କ୍ଲବ ଆସୋସିଏସନ, ଗୋପୀନାଥପୁର ତରଫରୁ ଆୟୋଜିତ ଗ୍ରାମାଞ୍ଚଳ ଆଞ୍ଚଳ ଫୁଟବଲ ମ୍ୟାଚର ଅନ୍ତିମ ଦିନରେ ଯୋଗଦାନ କରିଥିଲେ l ଏହି ଫାଇନାଲ ମ୍ୟାଚଟି ବାରଙ୍ଗ ଗଣ୍ଡରପୁର ଓ କଟକ ସିଡିଏ ମାଧ୍ୟ୍ୟରେ ଖେଳଯାଇଥିଲା । ଗଣ୍ଡରପୁର କଟକ ସିଡିଏ କୁ ୨-୦ ଗୋଲରେ ପରାସ୍ତ କରିଥିଲା । ଉଦଯାପନୀ ଦିବସରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ଜଳଶକ୍ତି ଓ ଆଦବାସୀ ବ୍ୟାପର ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱଶ୍ୱର ଟୁଡୁ ମହୋଦୟ ଯୋଗଦାନ କରିଥିଲେ l ଖେଳପଡିଆର ଉନ୍ନତି ,ମଧୁବାବୁ ପୀଠ କୁ ଉଜ୍ୱଳି କରଣ ପାଇଁ ଲାଇଟ ବ୍ୟବସ୍ଥା ଓ ଖେଳ ପଡିଆରେ ଥଣ୍ଡା ପାନୀୟ ଦଳର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।ବିଜୟୀ ଦଳକୁ ବିଜୟୀ ଟ୍ରଫି ପ୍ରଦାନ କରିଥିଲେ l ପରେ ମନ୍ତ୍ରୀ ଗୋପୀନାଥପୁର ର ନୂତନ ସେବା ସମବାୟ ସମିତି ଗୃହର ଉଦଘାଟନ କରିଥିଲେ l ସାଲେପୁର ରୁ ଉଦିତ ନାରାୟଣ ମାହୁନ୍ତ ଙ୍କ ରିପୋର୍ଟ ଓଏନ୍ଏମ ନ୍ୟୁଜ।

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସାଲେପୁର ବ୍ଲକର ବିଭିନ୍ନ ସ୍ଥାନ କୁ ଗ୍ରସ୍ତ କରି ଉତ୍କଳ ଗୌରବ ମଧୁବାବୁ ଜନ୍ମ ପୀଠ କୁ ପରିକ୍ରମା କରିବା ସହ ଗୋପିନାଥପୁର ପଡିଆ ଠାରେ ଫ୍ରେଣ୍ଡସ କ୍ଲବ ଆସୋସିଏସନ, ଗୋପୀନାଥପୁର ତରଫରୁ ଆୟୋଜିତ ଗ୍ରାମାଞ୍ଚଳ ଆଞ୍ଚଳ ଫୁଟବଲ ମ୍ୟାଚର ଅନ୍ତିମ ଦିନରେ ଯୋଗଦାନ କରିଥିଲେ l ଏହି ଫାଇନାଲ ମ୍ୟାଚଟି ବାରଙ୍ଗ ଗଣ୍ଡରପୁର ଓ କଟକ ସିଡିଏ ମାଧ୍ୟ୍ୟରେ ଖେଳଯାଇଥିଲା ।

ଗଣ୍ଡରପୁର କଟକ ସିଡିଏ କୁ ୨-୦ ଗୋଲରେ ପରାସ୍ତ କରିଥିଲା । ଉଦଯାପନୀ ଦିବସରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ଜଳଶକ୍ତି ଓ ଆଦବାସୀ ବ୍ୟାପର ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱଶ୍ୱର ଟୁଡୁ ମହୋଦୟ ଯୋଗଦାନ କରିଥିଲେ l ଖେଳପଡିଆର ଉନ୍ନତି ,ମଧୁବାବୁ ପୀଠ କୁ ଉଜ୍ୱଳି କରଣ ପାଇଁ ଲାଇଟ ବ୍ୟବସ୍ଥା ଓ ଖେଳ ପଡିଆରେ ଥଣ୍ଡା ପାନୀୟ ଦଳର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।ବିଜୟୀ ଦଳକୁ ବିଜୟୀ ଟ୍ରଫି ପ୍ରଦାନ କରିଥିଲେ l ପରେ ମନ୍ତ୍ରୀ ଗୋପୀନାଥପୁର ର ନୂତନ ସେବା ସମବାୟ ସମିତି ଗୃହର ଉଦଘାଟନ କରିଥିଲେ l

ସାଲେପୁର ରୁ ଉଦିତ ନାରାୟଣ ମାହୁନ୍ତ ଙ୍କ ରିପୋର୍ଟ ଓଏନ୍ଏମ ନ୍ୟୁଜ।