ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି
ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍ ଘୋଷଣା କରିଛନ୍ତି।

ଭୁବନେଶ୍ବର : ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍ ଘୋଷଣା କରିଛନ୍ତି।
୧)ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ
୨) ଭଦ୍ରକ- ମଞ୍ଜୁୁଲତା ମଣ୍ଡଳ
୩)ବରଗଡ-ପରିଣୀତା ମିଶ୍ର
୪)ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର
୫)କେନ୍ଦୁଝର-ଧନୁର୍ଜନ ସିଦ୍ଧୁ
ସେହିପରି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇଛି
ବଣାଇ- ଭୀମସେନ ଚୌଧୁରୀ
ବାରିପଦା- ସାନନ୍ଦ ମାରାଣ୍ଡି
ତଳସରା- ବିଜୟ ଟପ୍ପୋ
ସୁନ୍ଦରଗଡ଼- ଯୋଗେଶ ସିଂହ
ରାଜଗାଙ୍ଗପୁର-ଅନୀଲ ବାର୍ଲା
ବଣାଇ- ଭୀମସେନ ଚୌଧୁରୀ
ଯଶୀପୁର- ଚକ୍ରଧର ହେମ୍ବ୍ରମ୍
ଉଦଳା- ଶ୍ରନାଥ ସୋରେନ୍
ବାରିପଦା- ସାନନ୍ଦ ମାରାଣ୍ଡି
ବଡ଼ସାହି- ଅନସୂୟା ପାତ୍ର
ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ
ସୋର- ମାଧବ ଧଡା
ଆଠ ମଲିକ- ନଳିନୀ ପ୍ରଧାନ
ବୀରମହାରାଜପୁର- ପଦ୍ମନାଭ ବେହେରା
ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କହଁର
ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା(ପ୍ରତାପ ଜେନାଙ୍କ ପୁଅ)
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ
ଏକାମ୍ର- ଅଶୋକ ପଣ୍ଡା
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ
ଆସିକା- ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ
ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ