ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା; କିଏ କେଉଁ ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ ବିସ୍ତୃତ ଭାବରେ

ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା
ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା
ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା
ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା
ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଅପେକ୍ଷାର ହେଲା ଅନ୍ତ ।

ଆସିଲା ବିଜେପି ପ୍ରାର୍ଥୀ ତାଲିକା ।

ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ

ସମ୍ବଲପୁର: ଜୟନାରାୟଣ ମିଶ୍ର

ତଳସରା: ଭବାନୀଶଙ୍କର ଭୋଇ

ସୁନ୍ଦରଗଡ଼: କୁସୁମ ଟେଟେ

ବୀରମିତ୍ରପୁର: ଶଙ୍କର ଓରାମ

ରଘୁନାଥପାଲୀ: ଦୁର୍ଗାଚରଣ ତନ୍ତୀ

ରାଜଗାଙ୍ଗପୁର: ନରସିଂହ ମିଞ୍ଜ

ବଣାଇ: ସେବତୀ ମିଞ୍ଜ

କୁଚିଣ୍ଡା: ରବିନାରାୟଣ ନାଏକ

ରେଙ୍ଗାଲି: ନାଉରୀ ନାଏକ

ରେଢାଖୋଲ: ଦେବେନ୍ଦ୍ର ମହାପାତ୍ର

ଦେବଗଡ଼ : ସୁବାସ ପାଣିଗ୍ରାହୀ

ଆନନ୍ଦପୁର: ଆଲୋକ ସେଠୀ

କେନ୍ଦୁଝର: ମୋହନ ମାଝୀ

ଯଶୀପୁର:ଗଣେଶରାମ ସିଂ ଖୁଣ୍ଟିଆ

ଉଦଳା: ଭାସ୍କର ମଢେଇ

ବଡ଼ସାହି: ସନାତନ ବିଜଳି

ବାରିପଦା: ପ୍ରକାଶ ସୋରେର୍ନ

ମୋରଡ଼ା:କୃଷ୍ଣଚନ୍ଦ୍ର ମହାପାତ୍ର

ଜଳେଶ୍ୱର: ବ୍ରଜ ପ୍ରଧାନ

ବାଲେଶ୍ୱର: ମାନସ ଦତ୍ତ

ରେମୁଣା: ଗୋବିନ୍ଦ ଦାସ

ସୋର: ରାଜେନ୍ଦ୍ର ଦାସ

ସିମୁଳିଆ: ପଦ୍ମଲୋଚନ ପଣ୍ଡା

ଭଦ୍ରକ: ସୀତାଂଶୁ ଶେଖର ମହାପାତ୍ର

ଧାମନଗର: ସୂର୍ଯ୍ୟବଂଶୀ ସୂରଜ

ବିଞ୍ଝାରପୁର: ବବିତା ମଲ୍ଲିକ

ବଡ଼ଚଣା: ଅମର ନାଏକ

ଧର୍ମଶାଳା: ସ୍ମୃତିରେଖା ପହି

ଯାଜପୁର: ଗୌତମ ରାୟ

କୋରେଇ: ଆକାଶ ଦାସନାୟକ

ସୁକିନ୍ଦା: ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର

କାମାକ୍ଷାନଗର: ଶତୃଘ୍ନ ଜେନା

ପରଜଙ୍ଗ: ବିଭୂତିଭୂଷଣ ପ୍ରଧାନ

ପାଲଲହଡ଼ା: ଅଶୋକ ମହାନ୍ତି

ତାଳଚେର: କାଳନ୍ଦୀ ସାମଲ

ଛେଣ୍ଡିପଦା: ଅଗସ୍ତୀ ବେହେରା

ଆଠମଲ୍ଲିକ: ସଞ୍ଜୀବ ସାହୁ

ବୀରମହାରାଜପୁର:ରଘୁନାଥ ଜଗଦଳା

ସୋନପୁର: ପ୍ରମୋଦ ମହାପାତ୍ର

ଲୋଇସିଂହା: ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ଗୋପାଳଜୀ ପାଣିଗ୍ରାହୀ

ଟିଟିଲାଗଡ଼: ନବୀନ ଜୈନ

କଣ୍ଟାବାଞ୍ଜି: ଲକ୍ଷ୍ମଣ ବାଗ

ନୂଆପଡ଼ା: ଅଭିନନ୍ଦନ ପଣ୍ଡା

ଖଡ଼ିଆଳ: ହିତେଶ ବଗର୍ତ୍ତୀ

ଉମରକୋଟ: ନିତ୍ୟାନନ୍ଦ ପଣ୍ଡା

ନବରଙ୍ଗପୁର: ଗୌରୀଶଙ୍କର ମାଝୀ

ଲାଞ୍ଜିଗଡ଼: ରମେଶ ମାଝୀ

ଜୁନାଗଡ଼: ମନୋଜ ମେହେର

ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ

ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ

ଭବାନୀପାଟଣା: ପ୍ରଦୀପ୍ତ ନାଏକ

ନର୍ଲା:ଅନିରୁଦ୍ଧ ପ୍ରଧାନ

ବାଲିଗୁଡ଼ା: କଳ୍ପନା କହଁର

ଜି.ଉଦୟଗିରି: ମାନଗୋବିନ୍ଦ ପ୍ରଧାନ

ଫୁଲବାଣୀ: ଉମାଚରଣ ମଲ୍ଲିକ

କଣ୍ଟାମାଳ:କହ୍ନେଇଚରଣ ଡାଙ୍ଗ

ବୌଦ୍ଧ: ସରୋଜ ପ୍ରଧାନ

ବଡ଼ମ୍ବା: ସମ୍ବିତ ତ୍ରିପାଠୀ

ବାଙ୍କୀ: ତୁଷାରକାନ୍ତ ଚକ୍ରବର୍ତ୍ତୀ

ଆଠଗଡ଼: ଅଭୟ ବାରିକ

ଚୌଦ୍ୱାର: ନୟନ କିଶୋର ମହାନ୍ତି

ନିଆଳି: ଛବି ମଲ୍ଲିକ

କଟକ ସଦର: ପ୍ରକାଶ ସେଠୀ

ମାହାଙ୍ଗା: ସୁମନ୍ତ ଘଡେ଼ଇ

ପାଟକୁରା: ତେଜେଶ୍ୱର ପରିଡ଼ା

ଆଳି: କୃଷ୍ଣଚନ୍ଦ୍ର ପଣ୍ଡା

ମହାକାଳପଡ଼ା: ଦୁର୍ଗାପ୍ରସନ୍ନ ନାୟକ

ପାରାଦ୍ୱୀପ: ସମ୍ପଦ ସ୍ୱାଇଁ

ତିର୍ତ୍ତୋଲ: ରାଜକିଶୋର ବେହେରା

ନିମାପଡ଼ା: ପ୍ରଭାତି ପରିଡ଼ା

ପୁରୀ: ଜୟନ୍ତ ଷଡ଼ଙ୍ଗୀ

ବ୍ରହ୍ମଗିରି: ଉପାସନା ମହାପାତ୍ର

ସତ୍ୟବାଦୀ: ଓମ ପ୍ରକାଶ ମିଶ୍ର

ପିପିଲି: ଆଶ୍ରିତ ପଟ୍ଟନାୟକ

ଜୟଦେବ: ଅରବିନ୍ଦ ଢାଲି

ଭୁବନେଶ୍ୱର ମଧ୍ୟ: ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର ଉତ୍ତର: ପ୍ରିୟଦର୍ଶୀ ମିଶ୍ର

ଏକାମ୍ର: ବାବୁ ସିଂହ

ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା

ଚିଲିକା: ପଥ୍ୱୀରାଜ ହରିଚନ୍ଦନ

ରଣପୁର: ତାପସ ମାର୍ଥା

ଖଣ୍ଡପଡ଼ା: ଦୁଷ୍ମନ୍ତ ସ୍ୱାଇଁ

ଦଶପଲ୍ଲା: ରାଘବ ମଲ୍ଲିକ

ପୋଲସରା: ଗୋକୁଳାନନ୍ଦ ମଲ୍ଲିକ

କବିସୂର୍ଯ୍ୟନଗର: ପ୍ରତାପ ନାଏକ

ଖଲ୍ଲିକୋଟ: ପୂର୍ଣ୍ଣଚନ୍ଦ୍ର ସେଠୀ

ଛତ୍ରପୁର: କୃଷ୍ଣଚନ୍ଦ୍ର ନାୟକ

ଆସିକା: ସରୋଜ ପାଢୀ

ସୋରଡ଼ା: ନୀଳମଣି ବିଷୋୟୀ

ହିଞ୍ଜିଳି: ଶିଶିର ମିଶ୍ର

ଗୋପାଳପୁର: ବିଭୂତି ଜେନା

ବ୍ରହ୍ମପୁର: କେ. ଅନିଲ କୁମାର

ଦିଗପହଣ୍ଡି: ସିଦ୍ଧାନ୍ତ ମହାପାତ୍ର

ବ୍ରଜରାଜନଗର: ସୁରେଶ ପୂଜାରୀ

ପଦ୍ମପୁର: ଗୋବର୍ନ୍ଧନ ଭୁଏ

ବିଜେପୁର: ସନତ ଗଡ଼ତିଆ

ବରଗଡ଼: ଅଶ୍ୱିନୀ ଷଡ଼ଙ୍ଗୀ

ଅତାବିରା: ନିହାର ମହାନନ୍ଦ

ଭଟଲୀ:ଈରାଶିଷ ଆଚାର୍ଯ୍ୟ

ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ

ଚିକିଟି : ମନୋରଂଜନ ଦୟାନ ସାମନ୍ତରାୟ

ପାରାଲାଖେମୁଣ୍ଡି : କେ ନାରାୟଣ ରାଓ

ଗୁଣୁପୁର : ତ୍ରିନାଥ ଗମାଙ୍ଗ

କୋରାପୁଟ : ରଘୁରାମ ମାଛା

ପଟାଙ୍ଗି : ଚୈତନ୍ୟ ହନ୍ତଲ

ମାଲକାନଗିରି : ନରସିଂହ ମଡକାମି

ଭଞ୍ଜନଗର – ପ୍ରଦ୍ୱୀମ୍ୟୁନ କୁମାର ନାୟକ

ଅନୁଗୁଳ – ପ୍ରତାପ ଚନ୍ଦ୍ର ପ୍ରଧାନ