ଅସହାୟଙ୍କୁ ଖାଦ୍ୟ ଦେଲେ ଆପ କର୍ମୀ
କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ଭବାନୀପାଟଣା ସହରର ଅସହାୟ ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଛି

ଭବାନୀପାଟଣା, ୩୦l୭: କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ଭବାନୀପାଟଣା ସହରର ଅସହାୟ ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଛି l ଆପ କର୍ମୀ ମାନେ ସହର ସାରା ବୁଲି ବୁଲି ଅସହାୟ ମାନଙ୍କୁ ଖାଦ୍ୟ ପରଷି ଦେଇଥିଲେ l ଜିଲ୍ଲା ସଭାପତି ସତ୍ୟ ମହାର, ଟାଉନ ସଭାପତି ଦୁର୍ଜନ ବାଗ,ଉପେନ୍ଦ୍ର ବେହେରା, ଦନାର ମହାନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅସହାୟ ମାନଙ୍କୁ ସେବା ଯୋଗାଇ ଦେଇଥିଲେ l