ଆମ ର ଲକ୍ଷ ଓ ଉଦ୍ଦେଶ୍ୟ

Our aim and object

ଆମ ର ଲକ୍ଷ ଓ ଉଦ୍ଦେଶ୍ୟ

ଆମ ରାଜ୍ୟର ଏହା ଏକ ସ୍ବତନ୍ତ୍ର ଖବର ପ୍ରସାରଣ ସରବରାହ ସଂସ୍ଥା ସ୍ଥାପନ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛୁ

କାହିଁକି ନା ଆପଣ ଅନେକ ସୁଚନା ଓ ଖବର ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜାଣି ପାରୁଛନ୍ତି କିନ୍ତୁ ସେହି ଖବରକୁ କେହି କେବେ ବିଶ୍ଳେଷଣ କରିବା ଦେଖାଯାଉନାହିଁ।

ତା ସହିତ

କ'ଣ ପାଇଁ ?

କାହିଁକି ? ଓ

କେଉଁଥି ପାଇଁ ? 

ର ଉତ୍ତର ମଧ୍ୟ କାହା ପାଖରେ ନାହିଁ, ସେଥିପାଇଁ ଖବର ବିଶ୍ଳେଷଣ କରିବା ଓ ତା'ର ଏକ ବିଶେଷତ୍ଵ ଦିଗରେ ପ୍ରସାରିତ କରିବା ହେଉଛି ଆମର ମୁଳ ଲକ୍ଷ, ଆଶା କରୁଛୁ ଆପଣ ଏଥିରେ ଆମକୁ ଯଥେଷ୍ଟ ପରିମାଣରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ଆମକୁ ଆମର ଲକ୍ଷ ସ୍ଥଳରେ ପହଞ୍ଚିବା ଯଥାରିତି ଉତ୍ସାହିତ କରିବା ହେବେ ।

ଧନ୍ୟବାଦ ସହ

ଆପଣଙ୍କ ସହିତ ସବୁ ବେଳେ, ସବୁ ପରିସ୍ଥିତି ରେ ସବୁ ସମୟରେ

 ଓଡ଼ିଶା ନିୟୁଜ୍ ମେକର୍ସ ଟିମ୍