ଆମ ସମ୍ପର୍କରେ

ଆମ ସମ୍ପର୍କରେ

ଆମ ରାଜ୍ୟର ଏହା ଏକ ସ୍ବତନ୍ତ୍ର ଖବର ପ୍ରସାରଣ ସରବରାହ ସଂସ୍ଥା ସ୍ଥାପନ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛୁ କାହିଁକି ନା ଆପଣ ଅନେକ ସୁଚନା ଓ ଖବର ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜାଣି ପାରୁଛନ୍ତି କିନ୍ତୁ ସେହି ଖବରକୁ କେହି କେବେ ବିଶ୍ଳେଷଣ କରିବା ଦେଖାଯାଉନାହିଁ। ତା ସହିତ


କ'ଣ ପାଇଁ ?
କାହିଁକି ?  ଓ
କେଉଁଥି ପାଇଁ ? 


 ର  ଉତ୍ତର ମଧ୍ୟ କାହା ପାଖରେ ନାହିଁ, ସେଥିପାଇଁ ଖବର ବିଶ୍ଳେଷଣ କରିବା ଓ ତା'ର ଏକ ବିଶେଷତ୍ଵ ଦିଗରେ ପ୍ରସାରିତ କରିବା ହେଉଛି ଆମର ମୁଳ ଲକ୍ଷ, ଆଶା କରୁଛୁ ଆପଣ ଏଥିରେ ଆମକୁ ଯଥେଷ୍ଟ ପରିମାଣରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ଆମକୁ ଆମର ଲକ୍ଷ ସ୍ଥଳରେ ପହଞ୍ଚିବା ଯଥାରିତି ଉତ୍ସାହିତ କରିବା ହେବେ ।


ଧନ୍ୟବାଦ ସହ

ଆପଣଙ୍କ ସହିତ ସବୁ ବେଳେ, ସବୁ ପରିସ୍ଥିତି ରେ ସବୁ ସମୟରେ

 ଓଡ଼ିଶା ନିୟୁଜ୍ ମେକର୍ସ ଟିମ୍