ପାରାଦୀପ ସମୁଦ୍ର ରେ ଗୁପ୍ତଚର ପାରା ଉଦ୍ଧାର , ଆତଙ୍କରେ ଉପକୂଳ ଅଞ୍ଚଳ  ତଥା ଚିନ୍ତାରେ ଜାତୀୟ ସୁରକ୍ଷା

ପାରା ଗୋଡ ରେ ଲାଗିଛି କ୍ୟାମେରା ଓ ଚିପ୍ । ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ A suspected spy pigeon with a spy camera and mobile cheap fitted on its leg was caught in Odisha

ପାରାଦୀପ ସମୁଦ୍ର ରେ ଗୁପ୍ତଚର ପାରା , ଆତଙ୍କରେ ଉପକୂଳ ଅଞ୍ଚଳ 

ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର। ପାରା ଗୋଡ ରେ ଲାଗିଛି କ୍ୟାମେରା ଓ ଚିପ୍ । ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ। କୋଣାର୍କ ନିକଟ ଗଭୀର ସମୁଦ୍ରରେ ସାରଥୀ ନାମକ ଟ୍ରଲର ମାଛ ଧରୁଥିବା ସମୟରେ ମତ୍ସ୍ୟଜୀବୀ ମାନଙ୍କ ଦ୍ଵାରା ଉଦ୍ଧାର। ମେରାଇନ୍ ଥାନା ପୋଲିସ ପହଞ୍ଚି ଟ୍ରଲର ରୁ ପାରାକୁ କଲା ଉଦ୍ଧାର ।

ଗୁପ୍ତଚର ପାରା କୁ ନେଇ ବଢିଲା ସନ୍ଦେହ ,

କୋଉଠୁ ଆସିଲା ଏ ପାରା ? କିଏ ପଠାଇଛି ?

କଣ ତାର ଉଦ୍ଦେଶ୍ୟ ? ପାରା କେଉଁ ତଥ୍ୟ ହାସଲ କରୁଥିଲା ?

କେବେଠୁ ଏବଂ କେଉଁ ଜାଗାରୁ ଏ ପାରା ଆସିଛି ଏମିତି କେତେ କଣ ପ୍ରଶ୍ନ ଉଠୁଛି ,

ଯାହାକୁ ନେଇ ମେରାଇନ ପୋଲିସ ତନାଘନା ଆରମ୍ଭ କରିଛି

A suspected spy pigeon with a spy camera and mobile cheap fitted on its leg was caught in Odisha

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ