ମୋଦିଙ୍କୁ ଭେଟିଲେ ଜେଲେନ୍‌ସ୍କି

ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଭେଟିଲେ ମୋଦି ।

ମୋଦିଙ୍କୁ ଭେଟିଲେ ଜେଲେନ୍‌ସ୍କି

ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଭେଟିଲେ ମୋଦି । ଜାପାନ ହିରୋସିମାରେ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୭ ବୈଠକ ଅବସରରେ ଦୁଇ ବଡ ନେତାଙ୍କ ସାକ୍ଷାତ । ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ଦୁଇ ଶୀର୍ଷ ନେତାଙ୍କ ପ୍ରଥମ ସାକ୍ଷାତ ହୋଇ୍‌ଛି ।