ହୀରାକୁଦ ଡ୍ୟାମ୍ ବୁଲିଲେ ଟ୍ରିବ୍ୟୁନାଲ ଟିମ୍‌

ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ର କ୍ଷେତ୍ର ପରିଦର୍ଶନ ।

ହୀରାକୁଦ ଡ୍ୟାମ୍ ବୁଲିଲେ ଟ୍ରିବ୍ୟୁନାଲ ଟିମ୍‌

ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ର କ୍ଷେତ୍ର ପରିଦର୍ଶନ । ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ଟ୍ରିବ୍ୟୁନାଲ ଟିମ୍ ସଦସ୍ୟ । ଡ୍ୟାମ ପରେ ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପରିଦର୍ଶନ । ଟ୍ରିବ୍ୟୁନାଲ ଟିମରେ ଉଭୟ ରାଜ୍ୟର ଜଳ ଦମ୍ପଦ ଅଧିକାରୀ ଉପସ୍ଥିତ ।