ଆଜିଠାରୁ ହେବ ଗ୍ରୀଷ୍ମ ପ୍ରବାହ, ବଢିବ ତାତି
ଆଜିଠାରୁ ରାଜ୍ୟରେ ଆହୁରି ଉପରମୁହାଁ ହେବ ପାରଦ

ଆଜିଠାରୁ ରାଜ୍ୟରେ ଆହୁରି ଉପରମୁହାଁ ହେବ ପାରଦ । ବଢିବ ତାତି । ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବ ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ କହିଛି । ରାଜ୍ୟରେ ଶୁଖିଲା ପାଗ ଜାରି ରହିଥିବା ବେଳେ ୨୭ତାରିଖ ପରଠାରୁ ଆହୁରି ବଢିବ ତାତି । ସେହିପରି ୫ଦିନ ଯାଏ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଡିପାରେ ।