Tag: surjya patra
ଶେଷ ଯାତ୍ରାରେ ସୂର୍ଯ୍ୟ ପାତ୍ର
ଶଙ୍ଖ ଭବନରେ ଦିବଙ୍ଗତ ରାଜନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଲା ପାର୍ଥିବ ଶରୀର
ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ