Tag: mo bus
ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ସହରାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାଜନକ ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ବସ୍’ ସେବା ଆରମ୍ଭ କରିଛନ୍ତି
ସମ୍ବଲପୁରରେ ଗଡିଲା ମୋ ବସ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଜନସାଧାରଣଙ୍କ ସୁବିଧା ପାଇଁ ସମ୍ବଲପୁର ଅଇଁଠାପାଲି ବସ ଟର୍ମିନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍ ସେବାର ଲୋକାର୍ପଣ କରିଛନ୍ତି ।
'ମୋ ବସ'ର ନୂଆ ଆପ୍
ମୋ ବସରେ ଯାତ୍ରା କରିବା ଆହୁରି ସହଜ ହେବ । ମୋ ବସ୍ କେଉଁଠି ଅଛି ଗୋଟିଏ କ୍ଲିକରେ ଲାଇଭ ଲୋକେସନ ଜାଣିହୋଇଯିବ ।
୧୩ଟି ନୂଆ ରୁଟ୍ରେ ଗଡ଼ିବ ‘ମୋ ବସ’
ବସ ଯାତ୍ରୀ ପାଇଁ ଖୁସି ଖବର । ଏଣିକି ରାଜ୍ୟର ଆଉ ୧୩ଟି ନୂଆ ରୁଟ୍ ରେ ଗଢିବ ‘ମୋ ବସ୍’ ।
ଏଣିକି ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍
ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ’ ବସ୍ ଗଡ଼ିବା ନେଇ କହିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ।
ରାଉରକେଲାରେ ଚାଞ୍ଚଲ୍ୟ: ଜଳିଗଲା ମୋ ବସ୍
ରାଉରକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି