Tag: Bus fire
ଚଳନ୍ତା ବସ୍ରେ ଅଗ୍ନିକାଣ୍ଡ: ୨ ମୃତ
ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଦୁର୍ଘଟଣା
ରାଜଧାନୀରେ ଜଳିଗଲା ୫ ବସ୍
ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍ ପାଉଁଶ ହୋଇଯାଇଛି
ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ୍ରେ ଅଗ୍ନିକାଣ୍ଡ
ଲକାତାରୁ ପାରାଦୀପ ଆସୁଥିବା ବସରେ ଲାଗିଲା ନିଆଁ । ଅଧାବାଟରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍ । ଅଗ୍ନିକାଣ୍ଡ ଘଟିଛି ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁରରେ...