Tag: #BJD

Politics

୪୦ ବିଧାୟକଙ୍କ ସହ ନବୀନ ନିବାସରେ ସୁପ୍ରିମୋଙ୍କ ମନ୍ତ୍ରଣା

ବିଧାନସଭା ଅଧିବେଶନ ସରିବା ପରେ ନବୀନ ନିବାସରେ ପାଖାପାଖି ୪୦ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ

Politics

ରାଜ୍ୟସଭା ଉପନିର୍ବାଚନ: ସୁଜିତ କୁମାରଙ୍କୁ ପ୍ରାର୍ଥୀ କଲା ବିଜେପି

ରାଜ୍ୟସଭା ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଡିସେମ୍ବର ୨୪ ତାରିଖରେ ଶେଷ ହେବ।

State

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ

ଏଥିସହ ବର୍ତ୍ତମାନ ବିଜେପି ମଧ୍ୟ ସମାନ ଢଙ୍ଗରେ ବିଜେଡିର ସାଂସଦଙ୍କୁ ନିଜ ଦଳରେ ସାମିଲ କରୁଛି ।

State

୬ ମାସ ପରେ ସାମ୍ନାକୁ ଆସିଲେ ପାଣ୍ଡିଆନ

ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଙ୍କ ଭଉଣୀ ବାହାଘରରେ ନଜର ଆସିଥିଲେ ଭି କେ ପାଣ୍ଡିଆନ୍ ।

State

ଭବଙ୍କୁ ବାନ୍ଧିଲା ପୁଲିସ

ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Politics

କାହିଁକି ନୀରବ ନବୀନ

ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ବିଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛନ୍ତି

Politics

ଓଡିଶାରେ ଭାଙ୍ଗିଯିବ ବିଜେଡି ଓ କଂଗ୍ରେସ :ବିଜୟ ପାଲ ସିଂ

ବିଜେଡି ଏବଂ କଂଗ୍ରେସ ଶେଷ ହୋଇଯିବ ।

Politics

‘BJD ଏବେ ICUରେ

ବିଜେଡି ପାର୍ଟିର ଆୟୁଷ ବହୁତ କମ୍‌

Politics

ବିଜେପିକୁ ଯିବେ ୨୭ ବିଜେଡି଼ ବିଧାୟକ, ଜାଣନ୍ତୁ କିଏ ?

ସରୋଜ କହିଛନ୍ତିଯେ, ନିକଟରେ ବିଜେଡ଼ିର ୨୭ ବିଧାୟକ ଏକାଠି ହୋଇଥିଲେ ।

Politics

ଭି.କେ.ପାଣ୍ଡିଆନଙ୍କ ପାଇଁ ବଢ଼ିଲା ଅଡୁଆ

ନିର୍ବାଚନ ପୂର୍ବରୁ ତାଙ୍କ ଗସ୍ତ ବେଳେ ନିର୍ମାଣ ହୋଇଥିବା ହେଲିପ୍ୟାଡରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ତଦନ୍ତ ଆରମ୍ଭ କରିଛି ପୂର୍ତ୍ତ ବିଭାଗ।

Politics

ଡି ଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଭେଟିବାକୁ କହିଥିଲେ ବବି ଦାସ:...

୩ ତାରିଖ ଦିନ ମୁଁ ଅନ୍ୟ ଦଳରେ ମିଶିବି। କେଉଁ ଦଳରେ ଯୋଗ ଦେବି, ସେଦିନ ସମସ୍ତେ ଜାଣିବେ

ନିର୍ବାଚନ ୨୦୨୪

ବିଜେଡିର ଆୟୁଷ କେତେ ଦିନ

ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍‌ ଦିନ ଅଛି

State

ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ

ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ଅମର କହିଛନ୍ତି, ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି

Ganjam

ଗଞ୍ଜାମ ବିଜେଡିରେ ହଟଚମଟ

ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ।

State

ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ: ଦେବାଶିଷ...

ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି।

Politics

ଆଗକୁ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିବାକୁ ଯାଉଛି : ଅମର ଶତପଥୀ

ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ

Politics

ଅମରଙ୍କ ବିସ୍ଫୋରକ ମନ୍ତବ୍ୟ

ବିଜେଡ଼ିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କରିଛନ୍ତି