ଓଡିଶାରେ ଭାଙ୍ଗିଯିବ ବିଜେଡି ଓ କଂଗ୍ରେସ :ବିଜୟ ପାଲ ସିଂ

ବିଜେଡି ଏବଂ କଂଗ୍ରେସ ଶେଷ ହୋଇଯିବ ।

ଓଡିଶାରେ ଭାଙ୍ଗିଯିବ ବିଜେଡି ଓ କଂଗ୍ରେସ :ବିଜୟ ପାଲ ସିଂ

ବିଜେଡି ଏବଂ କଂଗ୍ରେସ ଶେଷ ହୋଇଯିବ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ବିଜେଡ଼ିରେ ଧାଁଦୌଡ଼ ଲାଗିଛି । ସେମାନେ ବିଜେପିକୁ ଆସିବାକୁ ଚାହୁଁଛନ୍ତି । ପାର୍ଟି ଭାଙ୍ଗି ଆମ ସହିତ ଆସିବାକୁ ଚାହୁଁଛନ୍ତି ।

ଆମେ ତାଙ୍କୁ ସିମ୍ପାଥି ଦେବାକୁ ଚାହୁଁନାହୁଁ ।

ଦୁଇ ଜଣ ସାଂସଦ ଆସିଛନ୍ତି ଆଉ ଅନେକ ଆମ ସହିତ ସମ୍ପର୍କ କରୁଛନ୍ତି । ବିଜେଡ଼ିର ଅନେକ ବିଧାୟକ ବିଜେପିକୁ ଆସିବାକୁ ଆମ ସହ ଯୋଗାଯୋଗରେ ଅଛନ୍ତି କିନ୍ତୁ ଆମେ ଏବେ ସେମାନଙ୍କୁ ନେବାକୁ ଚାହୁଁନାହୁଁ । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର ।