Onm

Onm

Last seen: 4 days ago

Editor

Member since Oct 3, 2022 info@odishanewsmakers.com

Following (2)

Followers (0)

National

ସୁଟିଂ ବେଳେ ଆହତ ହୋଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ,

ପ୍ରୋଜେକ୍ଟ କେ’ର ସୁଟିଂ ବେଳେ ଆହତ ହୋଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ହାଇଦ୍ରାବାଦରେ ଏହାର ସୁଟିଂ ଚାଲିଥିବା ବେଳେ ସେ ଆହତ ହୋଇଛନ୍ତି। ୪୧ ବର୍ଷ ତଳେ...

Khordha

ବାଣ ପ୍ରସ୍ତୁତ ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ:୫ ମୃତ,୪ ଗୁରୁତର,...

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ସୋମବାର ସକାଳେ ବାଣ ବିସ୍ଫୋରଣ ହୋଇଛି। ଉକ୍ତ ଘଟଣାରେ ୪ଜଣଙ୍କ ଜୀବନ ଯାଇଥିଲା। ତେବେ ଗୁରୁତର...

Bhubaneswar

ଏମିତି ବି ଦିନ ଆସିବ ଯେ ଘରୁ ଘରୁ ବିରୋଧ ଆରମ୍ଭ ହେବ ଓ ସେତେ ବେଳେ...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ଯ ସରକାରଙ୍କୁ ସମାଲୋଚନା କରି ଏହି ଚେତାବନୀ ଦେଇଛନ୍ତି ଆପଣଙ୍କ ଜେଲ୍ କମ୍ ପଡ଼ିଯିବ,...

Ganjam

ଭାରସାମ୍ୟ ହରାଇ ଓଲଟିଲା ଅଟୋ ମହିଳା ଓ ଶିଶୁଙ୍କ ସହ ୮ ଆହତ

୧୬ ନମ୍ୱର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ। ଫଳରେ ଆଠ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣା ପଡ଼ିଛି।...

State

ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଧର୍ମେନ୍ଦ୍ର ପ୍ରଧାନ...

ଆଇନ ଶୃଙ୍ଖଳାକୁ ନେଇ ଟ୍ୱିଟରରେ ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ

Paradip

ସୌମ୍ୟ ଙ୍କ ମହୁ ଉପାଖ୍ୟାନ , ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ...

ପାରାଦୀପ ରେ ବିଜୁ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜେଡ଼ି କ୍ଷମତା କୁ ସୌମ୍ୟ ଙ୍କ ସିଧା ଟାର୍ଗେଟ୍ , ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ମୋ ଅଜା ଙ୍କ ନିଶ...

Paradip

ମହୁ ଖାଇବାର ଯୋଗ୍ୟତା ଅଛି ତ ?

ଆଉ ତେରେଛା ନୁହେଁ ଏଥର ସିଧା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

Dhenkanal

ଢେଙ୍କାନାଳ ବିସ୍ମୟ ବାଳିକା ସାଇ ସମ୍ମିଦ୍ଧି ନାଥ,

ମାତ୍ର ୫ବର୍ଷ ବୟସରେ ଭାରତର ୨୮ଟି ରାଜ୍ୟ , ରାଜଧାନ ଓ ତା'ର ଭାଷା , ୮ଟି କେନ୍ଦ୍ର ଶାସିତ ଅଂଚଳ ଓ ତା'ର ରାଜଧାନୀ ଓ ଭାଷା ୧ ମିନିଟ୍ ୫୦ ସେକେଣ୍ଡ୍‌ରେ କହି...

Jagatsinghapur

ଜଗତସିଂହପୁର ଜିଲ୍ଲା ନୂଆଗାଁ ରେ ମାଙ୍କଡ ର ଶୋକ , ମୃତ ମହିଳା ଙ୍କ...

ଜଗତସିଂହପୁର ଜିଲ୍ଲା ନୂଆଗାଁ ରେ ମାଙ୍କଡ ର ଶୋକ , ମୃତ ମହିଳା ଙ୍କ ଶବ ପାଖରେ ଆତ୍ମୀୟତା ର ପରିଚୟ ଦେଲା ମାଙ୍କଡ

Paradip

ପାରାଦୀପ ରେ ୧୦୭ ତମ ବିଜୁ ଜନ୍ମ ଜୟନ୍ତୀ ମହା ସମାରୋହ ରେ ପାଳିତ

ପାରାଦୀପ ରେ ୧୦୭ ତମ ବିଜୁ ଜନ୍ମ ଜୟନ୍ତୀ ମହା ସମାରୋହ ରେ ପାଳିତ

ରାଷ୍ଟ୍ରବାର୍ତ୍ତା Live

ପ୍ରବାଦ ପୁରୁଷ ବିଜୁବାବୁଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ତଥା ପଞ୍ଚାୟତିରାଜ...

ପ୍ରବାଦ ପୁରୁଷ ବିଜୁବାବୁଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ତଥା ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ

ରାଷ୍ଟ୍ରବାର୍ତ୍ତା Live

President Droupadi Murmu’s address at the presentation...

President Droupadi Murmu’s address at the presentation of Swachh Sujal Shakti Samman 2023

ରାଷ୍ଟ୍ରବାର୍ତ୍ତା Live

Chief Justice and Judges of the High Court of Delhi visit...

Chief Justice and Judges of the High Court of Delhi visit the Amrit Udyan of Rashtrapati Bhavan

Bhubaneswar

ଗଠିତ ହେଲା ଓଡ଼ିଶା ୱିମେନ୍ ଇନ୍ ମିଡିଆ

ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠନ ହୋଇଥିବା “ଓଡ଼ିଶା ୱିମେନ୍ ଇନ୍ ମିଡିଆ” (ଓଡବ୍ଲୁଏମ୍‌)ର...

Bhubaneswar

ଐତିହାସିକ ଡାକୋଟା ବିମାନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ମୁଖ୍ୟମନ୍ତ୍ରୀ

ଯୁଗ ଯୁଗ ପାଇଁ ଅଦମ୍ୟ ସାହସ, ଓ ଅନନ୍ୟ ପରାକାଷ୍ଠାର ବାର୍ତ୍ତା ଦେଇ ଚାଲିବ ବିଜୁ ବାବୁଙ୍କ ଡାକୋଟା ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ, ଭୁବନେଶ୍ବର ଅଭିମୁଖେ...

Berhampur

କବାଡିଆ ଗୋଦାମ ଉପରେ ଚଢ଼ାଉ, ଚୋରା ଟ୍ରକ ସହ ୮୦ଳକ୍ଷ ଟଙ୍କାର ଯନ୍ତ୍ରାଂଶ...

ଚୋରି ଗାଡ଼ି ଆଣି କାଟିକି ବିକୁଥିବା ଅଭିଯୋଗ ଉପରେ ପୋଲିସ ର ଚଢ଼ଆଉ,

State

ଓଡ଼ିଆ ସିନେ କଳାକାର ଙ୍କ ଆବେଗ ଭରା କୋହ ...... ସରକାର ଚାହିଁଥିଲେ...

ଓଡ଼ିଆ ସିନେ କଳାକାର ଙ୍କୁ ସରକାର ଏପରି ହତାଦର କାହିଁକି ? କାହିଁକି ସରକାର ଶୁଣିଲେ ନାହିଁ ତାଙ୍କ ଦୁଃଖ ? କଣ ବା ନିରୀହ କଳାକାରଙ୍କ ଦୋଷ ? କାହିଁକି ସ୍ଥାନୀୟ...

Keonjhar

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେରୁଣିପଦି...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି