Posts
ଦାମୋଦରଙ୍କୁ ଗାର୍ଡ ଅଫ୍ ଅନର; ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା
ବିଧାନସଭା ପରିସରରେ ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର।
ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ
ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ସିଇଓଙ୍କୁ ଫେରାଦ ହେଲା ବିଜେପି
ବାଜି ସାରିଛି ନିର୍ବାଚନୀ ବିଗୁଲ । ଆଉ ଏହା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି
ପାରମ୍ପରିକ ପୋଷାକ ପିନ୍ଧି ନଆସିଲେ ଭିସୁଟ ଭିତରକୁ ପ୍ରବେଶ ମନା
ସମ୍ବଲପୁର ଭିସୁଟରେ ବସନ୍ତ ଉତ୍ସବ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କୁଳପତିଙ୍କ କଡ଼ା ନୋଟିସ
କ୍ଷମା ମାଗିଲେ ବାବା ରାମଦେବ
ଶେଷରେ ଚେତିଲା ପତାଞ୍ଜଳି ଆୟୁର୍ବେଦ । କୋର୍ଟ ଅବମାନନା ମାମଲାରେ ନୋଟିସ୍ ଲାଗିବା ପରେ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଯୋଗଗୁରୁ ବାବା ରାମଦେବ।...
ଶୁଣିଲାନି କ୍ୟାପିଟାଲ ହସ୍ପିଟାଲ ,ବାପାଙ୍କ ଅବସ୍ଥା ସଂକଟାପନ୍ନ
କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ








