Posts
ବର୍ବରତାର ସବୁ ସୀମା ପାର୍
ଅଜଗର ସାପ ସିଡୁଲ ଓ୍ବାନ ପ୍ରଜାତିର ।ଏହି ସାପକୁ ଦେଖିଲେ ମାରିବା ତ ଦୂରର କଥା ତାର ଫଟୋ ଉଠାଇବା ମଧ୍ୟ ବେଆଇନ।
ବଢ଼ିଲା ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଚିନ୍ତା
ବହୁବର୍ଷର ବ୍ୟବଧାନ ପରେ ୨୦୨୩ ମସିହାରେ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଖେଳାଇଥିଲା।
୧୭ରେ ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ
୧୭ରେ ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ
ଭାରତ ୨-୧ ଗୋଲ୍ରେ ପାକିସ୍ତାନକୁ ପରାଜିତ କଲା
ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି।
ବିକ୍ରି ପୂର୍ବରୁ ଶିକାରୀ ଠାରୁ ୨୫କିଲୋ ସମ୍ବର ମାଂସ ଜବତ
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ବଦଳିଲା 'ମୋ ସ୍କୁଲ୍' ଅଭିଯାନ ନାଁ,
ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗ ପକ୍ଷରୁ 'ମୋ ସ୍କୁଲ୍' ଅଭିଯାନ ନାଁ ବଦଳିଛି ।
ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି
୨୦୧୫ ବିଧାନସଭା ନିର୍ବାଚନରେ କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବିଜେପି ମୈଦାନକୁ ଓହ୍ଲାଇଥିଲା ।
ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ ! ବିଜେଡି କଲା...
ମୋଦିଙ୍କ ଓଡ଼ିଶା ଗସ୍ତ ଯୋଗୁଁ ବିଭିନ୍ନ ଅଫିସରମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।
ଓଡିଶାରେ ପ୍ରଥମ ଥର ପାଇଁ ମନ୍ସୁନ୍ ମିଟ୍ ଆୟୋଜିତ
ପ୍ରାଣୀପାଳନ କ୍ଷେତ୍ରରେ ୧୦୧ ଜଣ ମହିଳାଙ୍କ ସଫଳ କାହାଣୀ ଉପରେ ଆଧାରିତ କଫି ଟେବଲ୍ ବୁକ୍, କୁକୁଡାଙ୍କୁ ହେଉଥିବା ରୋଗର ନିରାକରଣ ସମ୍ବନ୍ଧୀୟ ପୁସ୍ତକ ଇତ୍ୟାଦିର...
ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କରିଲେ କେନ୍ଦ୍ର ସରକାର
ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ପୋର୍ଟବ୍ଲେୟାର ନାଁ ବଦଳି ହେଲା 'ଶ୍ରୀ ବିଜୟପୁରମ୍' ।
ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା, ଖର୍ଚ୍ଚ ହେବ ୧୪୨୪ କୋଟି
ପଶୁ ସମ୍ପଦ ଉତ୍ପାଦନ କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରିଥାଏ।
ଅକ୍ଟୋବର ୫ ସୁଦ୍ଧା ସବୁ ସହରର ରାସ୍ତା ମରାମତି କାମ ସରିବ
ଅକ୍ଟୋବର ୫ ତାରିଖ ସୁଦ୍ଧା ଦ୍ୱୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାମ
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ମହାରାଷ୍ଟ୍ରର ରାଏଗଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ସେହିପରି ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।
ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବେଲ୍
ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ
ଲୋକଙ୍କ ହିତ ଏବଂ ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ ଛାଉଣୀ ହେବ ରାଜଧାନୀ
ଜନତା ମଇଦାନକୁ ନିଜ ଅକ୍ତିଆରକୁ ନେଇଛି ପୋଲିସ । ସେଠାରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ କରାଯାଇଛି ।
ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ମହାବିଭ୍ରାଟ
ଏତେ ଦିନ ଧରି କିଭଳି ଲୁହା କଡେଇରେ ଚାଲିଥିଲା ଅନ୍ନ ପ୍ରସ୍ତୁତି? ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏ ବାବଦରେ ଖବର ନଥିଲା କି? ଯଦି ଖବର ଥିଲା ତେବେ କାହିଁକି ଚୁପ୍...
ସମଲେଶ୍ୱରୀ ମନ୍ଦିର ଗର୍ଭ ଗୃହ ପାଇଁ ଅସମ୍ଭାଳ ହେଲାଣି ଧୂଆଁ
ଧୂଆଁରେ ଗର୍ଭଗୃହର କାନ୍ଥ ଓ ଛାତର ଭିତର ଅଂଶସବୁ କଳା ପଡିଗଲାଣି । ସମଲେଶ୍ଵରୀଙ୍କ ରୂପାର ପରଭା ବି ଧୀରେ ଧୀର କଳା ପଡ଼ିଯାଉଛି








