ବଦଳିଲା 'ମୋ ସ୍କୁଲ୍‌' ଅଭିଯାନ ନାଁ,

ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗ ପକ୍ଷରୁ 'ମୋ ସ୍କୁଲ୍' ଅଭିଯାନ ନାଁ ବଦଳିଛି ।

ବଦଳିଲା 'ମୋ ସ୍କୁଲ୍‌' ଅଭିଯାନ ନାଁ,

ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗ ପକ୍ଷରୁ 'ମୋ ସ୍କୁଲ୍' ଅଭିଯାନ ନାଁ ବଦଳିଛି । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା 'ମୋ ସ୍କୁଲ୍' ଅଭିଯାନର ନାଁ ବଦଳାଇଛନ୍ତି ସରକାର । ଏହି ଅଭିଯାନର ନାଁ ବଦଳି ନୂଆ ନାଁ ହେଲା 'ପଞ୍ଚଶଖା ଶିକ୍ଷା ସେତୁ' ଅଭିଯାନ । ଏ ନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି ।