Posts
ଟଙ୍କା ପାଇଁ ମଙ୍ଗଳସୁତ୍ର ନଦେବାରୁ ସ୍ତ୍ରୀର ଜୀବନ ନେଲା ମଦ୍ୟପ ସ୍ବାମୀ
ଟଙ୍କା ପାଇଁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନୃଶଂସ ସ୍ବାମୀ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଜମ୍ବୁ ଅଞ୍ଚଳରେ
ଦିବଂଗତ ନବ ଦାସଙ୍କ ମାତା ବିଷ୍ଣୁପ୍ରିୟାଙ୍କ ବିୟୋଗ
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ମାତା ବିଷ୍ଣୁପ୍ରିୟାଙ୍କ ଆଜି ପୂର୍ବାହ୍ନରେ ମୁଦିପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।
ଯୁବତୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ
ପାଟଣାଗଡ଼ ଉପଖଣ୍ଡ କାଠୋର ଥାନା ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା ଘଟିଛି।
ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ
ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର
ଭାର୍ଗବୀରେ ବୁଡ଼ିରହିଛି ପ୍ରାଚୀନ ମନ୍ଦିରର ଧ୍ବଂସାବଶେଷ
ପିପିଲି ବ୍ଲକ୍ ମୌଜିବେଗ୍ ଗାଁ ନିକଟ ଭାର୍ଗବୀ ନଦୀରେ ବୁଡ଼ି ରହିଛି ପ୍ରାଚୀନ ମନ୍ଦିରର ଧ୍ବଂସାବଶେଷ। ନଦୀରେ ପାଣି କମ୍ଥିବାରୁ ଏବେ ବଡ଼ ବଡ଼ ପଥରଖଣ୍ତ ଦୃଶ୍ୟମାନ...
ପୂଜାପାଠ ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ନୂଆ ସଂସଦ ଭବନକୁ ଲୋକାର୍ପଣ...
ପୂଜାପାଠ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି ।
ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ
ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ । ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ ।
ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ
ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ।
ସିଦ୍ଧରମୈୟାଙ୍କ ଟିମରେ ଆଉ ୨୪ ମନ୍ତ୍ରୀ ସାମିଲ
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।...
ଏଫବିଆଇ ପାଇଁ ଚିଠି ଦେଇଥିଲୁ: କ୍ରାଇମବ୍ରାଞ୍ଚ
ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମଗାଯିବା ଦ୍ୱନ୍ଦ ପ୍ରସଙ୍ଗ ।
ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ
ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା








