ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ
ଜଙ୍ଗଲରେ ଯୁବକଯୁବତୀଙ୍କ ଛୁଲନ୍ତା ମୃତଦେହ ଠାବ କରାଯାଇଛି ।

ଉମରକୋଟ: ଜଙ୍ଗଲରେ ଯୁବକଯୁବତୀଙ୍କ ଛୁଲନ୍ତା ମୃତଦେହ ଠାବ କରାଯାଇଛି । ବୈପାରୀଭଟ୍ଟା ଜଙ୍ଗଲରେ ଛୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ଯୁବକ ତାରାଗୁଡା ଓ ଯୁବତୀ ଗତିଗୁଡା ଗାଁର ହୋଇଥିବା ସୁଚନା ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ,ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।