Tag: Elephant attack
ହାତୀ ଘଉଡ଼ାଇବା ହେଲା କାଳ
କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ
ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
ହାତୀଟିର ଡାହାଣ ପଛ ଗୋଡ଼ରେ ଆଘାତ ହୋଇଛି । ଏହି କାରଣରୁ ଚଳପ୍ରଚଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ଦନ୍ତା ।
ଗଣେଶ ମୂର୍ତ୍ତି ଭାଙ୍ଗିଦେଲେ ଗଜାନନ
ହାତୀପଲ ପାଇଁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ମୂର୍ତ୍ତି କାରିଗର ଅଭିଯୋଗ କରିଛନ୍ତି