ଦିନ ୪ଟା ଯାଏଁ ଗୃହ ମୁଲତବୀ

ଦିନ ୪ଟା ଯାଏଁ ରହିଲା ଗୃହ ମୁଲତବୀ । ପୋଡିୟମ ତଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ

ଦିନ ୪ଟା ଯାଏଁ ଗୃହ ମୁଲତବୀ

ଦିନ ୪ଟା ଯାଏଁ ରହିଲା ଗୃହ ମୁଲତବୀ । ପୋଡିୟମ ତଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ମୁହାଁମୁହିଁ ହେଲେ ବିଜେପି-ବିଜେଡି । ଯାହାକୁ ନେଇ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବୀ ରଖାଯାଇଥିଲା । ଏହାର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବିବୃତ୍ତି ରଖିଥିଲେ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଗଅଡରେ ପୁଣି ଥରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ଫଳରେ ସ୍ଥିତି ଏଭଳି ହୋଇଥିଲା ଯେ ଗୃହକୁ ପୁଣି ଥରେ  ଦିନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।