ଦେଶର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍ଘାଟିତ
ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍ଘାଟିତ ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଥିବା ହଲଶୁରୁ ପୋଷ୍ଟ ଅଫିସକୁ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସରେ ପରିଣତ କରାଯାଇଛି।

ଦେଶର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍ଘାଟିତ
ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍ଘାଟିତ ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଥିବା ହଲଶୁରୁ ପୋଷ୍ଟ ଅଫିସକୁ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସରେ ପରିଣତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଉଦ୍ଘାଟନ କରିଛନ୍ତି।
୧୧ ଶହ ସ୍କୋୟାର ଫୁଟର ଜାଗାରେ ଏହା ତିଆରି ହୋଇଥିବା ବେଳେ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ୪୪ ଦିନରେ ତିଆରି ହୋଇଥିବା ଏହି ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ
ମାଧ୍ୟମରେ ଭାରତର ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରତିଫଳନ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
Every Indian would be proud to see India's first 3D printed Post Office at Cambridge Layout, Bengaluru. A testament to our nation's innovation and progress, it also embodies the spirit of a self-reliant India. Compliments to those who have worked hard in ensuring the Post Office's completion. Prime Minister - Narendra Modi