ଜାନୁଆରୀ ୩ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା
ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ । ଆଜିର ଚୟନ ପ୍ରକ୍ରିୟାରେ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି ।

ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ । ଆଜିର ଚୟନ ପ୍ରକ୍ରିୟାରେ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି । ଅନ୍ୟ ୩ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଭୁବନେଶ୍ବର । ଜାନୁଆରୀ ୩ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।