ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର
ଆସିଲା ବଡ଼ ଖବର। ରାଜ୍ୟରେ ପଦନ୍ନୋତି ନିୟମକୁ ବଦଳାଇଲେ ମୋହନ ସରକାର।

ଆସିଲା ବଡ଼ ଖବର। ରାଜ୍ୟରେ ପଦନ୍ନୋତି ନିୟମକୁ ବଦଳାଇଲେ ମୋହନ ସରକାର। ରାଜ୍ୟରେ ନୂଆ ସରକାର ଆସିବା ପରେ ପୁରୁଣା ନିୟମରେ ପରବିର୍ତ୍ତନ କରିବାରେ ଲାଗିଛନ୍ତି।
ତେବେ ଏହି କ୍ରମରେ ସରକାରୀ କର୍ମଚାରୀଙ୍କ ପଦନ୍ନୋତି ନିୟମ ପରିବର୍ତ୍ତନ କରିଛନ୍ତି ବିଜେପି ସରକାର।ସରକାରୀ ପଦନ୍ନୋତିରୁ ହଟିଲା 5T ଚାର୍ଟର।