ଓଡ଼ିଶା ଡ୍ରାଇଭର ମହାସଂଘ ର ଦାବି ବିଚାର କୁ ନେଲେ ସରକାର, ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତା ରେ ବସିଲା ବୈଠକ 

ଆସନ୍ତା 3 ମାସ ଭିତରେ ଦାବି ଗୁଡିକ ସମାଧାନ କରାଯିବ ବୋଲି ଆଜି ଏକ ବୈଠକରେ ଆଲୋଚନା

ଭୁବନେଶ୍ୱର ,: ରାଜ୍ୟରେ ୧୦ଦଫା ଦାବିନେଇ ଡ୍ରାଇଭର ମହାସଂଘର ଚାଲିଥିବା ଆନ୍ଦୋଳନ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଏକତା ମହାସଂଘର ସଦସ୍ୟଙ୍କ ଉପସ୍ଥିତିରେ ଆଜି ସନ୍ଧ୍ଯା ୭ ଘଟିକା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆଲୋଚନା ପରେ ଆସନ୍ତା ୩ ମାସ ମଧ୍ଯରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡିକୁ ସମାଧାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଗଲା । ବୈଠକରେ ରାଜ୍ୟର ଡ୍ରାଇଭର ମହାସଂଘର ବରିଷ୍ଠ ପଦାଧିକାରୀ ଭୁବନେଶ୍ୱର ସହର ବାହାରେ ଥିବା କାରଣରୁ ଖୋର୍ଦ୍ଧା ଜିଲ୍ଲା ମହାସଂଘ କମିଟି ସଦସ୍ୟଙ୍କ ସହିତ ଆଲୋଚନା ହୋଇଥିଲା । ଏଥି ସହିତ କମିଟି ସଦସ୍ୟ କହିବା ମୁତାବକ ,ସରକାର ଆମକୁ ପ୍ରଥମ ଥର ଲିଖିତ ଭାବେ ପ୍ରତିଶୃତି ଦେଇଛନ୍ତି । ଆମେ ସଂଘର ମୁଖ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା କରି ଆନ୍ଦୋଳନରୁ ବିରତି ନେବୁ କି ନାହିଁ ନିଷ୍ପତି କରିବୁ । ସେପଟେ ଖବର ଲେଖା ହେବା ସୁଦ୍ଧା ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି

-ଆଲୋଚନା ନେଇ ଡ୍ରାଇଭର ମହାସଂଘର ବିଚାର ବିମର୍ଷ କରୁଛି