ପ୍ରକାଶ ପାଇଲା ଚଳିତ ବର୍ଷ OJEE ରେଜଲ୍ଟ୍
ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଦ୍ୱାରା ଫଳ ପୁସ୍ତିକା ଉନ୍ମୋଚିତ

ପ୍ରକାଶ ପାଇଲା ଚଳିତ ବର୍ଷ OJEE ରେଜଲ୍ଟ, ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଦ୍ବାରା ଫଳ ପୁସ୍ତିକା ଉନ୍ମୋଚିତ |
୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ଜଣ ପାଇଲେ ରାଙ୍କ |
ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର, ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ ଟପ୍ପର |
ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ ସ୍ପେଶାଲ OJEE
ଜୁନ୍ ୨୬ରୁ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବ ସ୍ପେଶାଲ OJEE
ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ, ୮ ତାରିଖ ଯାଏଁ ଚାଲିବ।
JEE ମେନ ଦେଇନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେସାଲ OJEE
ସ୍ପେସାଲ OJEE ପରେ କରିପାରିବେ ଇଞ୍ଜିନିୟରିଂ ଆଡ୍ମିଶନ।