ମେ ୩୧ରେ ପ୍ରକାଶ ପାଇବ +2 ବାଣିଜ୍ୟ ଓ ବିଜ୍ଞାନ ଫଳ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା

ବର୍ତମାନ ର ସବୁଠାରୁ ବଡ଼ ଖବର -
ମେ ୩୧ରେ ପ୍ରକାଶ ପାଇବ +2 ବାଣିଜ୍ୟ ଓ ବିଜ୍ଞାନ ଫଳ ,
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ,
ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୨୪ , ୩୩୧ ଛାତ୍ରଛାତ୍ରୀ ,
ବିଜ୍ଞାନରେ ୯୩ ହଜାର ୮୯୪ ଜଣ ପରୀକ୍ଷା ଦେଇଥିଲେ ,
୧୧୪୫ କେନ୍ଦ୍ରରେ ମାର୍ଚ ୧ରୁ ଏପ୍ରିଲ ୫ ଯାଏ ହୋଇଥିଲା ପରୀକ୍ଷା.
ଜୁନ୍ ୮ ସୁଦ୍ଧା ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ,
ବୋର୍ଡ ପରୀକ୍ଷାରୁ ୮୦% ନମ୍ବର ପାଇବେ ଛାତ୍ରଛାତ୍ରୀ ,
ତ୍ରୈମାସିକ ପରୀକ୍ଷାରୁ ୨୦% ମିଶାଇ ଦିଆଯିବ ଚୂଡ଼ାନ୍ତ ନମ୍ବର.