ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ଙ୍କୁ ମୁଖ୍ୟ ଶାସନ ସଚିବ ଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି
ଓଡ଼ିଶା ଡ୍ରାଇଭର ମହାସଂଘ ର ଦାବି ବିଚାର କୁ ନେଲେ ସରକାର, ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତା ରେ ବସିଲା ବୈଠକ
ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ଙ୍କ ପ୍ରତିକ୍ରିୟା
ଆସନ୍ତା 3 ମାସ ଭିତରେ ଦାବି ଗୁଡିକ ସମାଧାନ କରାଯିବ ବୋଲି ଆଜି ଏକ ବୈଠକରେ ଆଲୋଚନା
ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଆଜି ଅର୍ଥାତ୍ ୧୬ ମାର୍ଚ୍ଚ ୨୦୨୩ ସନ୍ଧ୍ୟା ୭ଟାରେ ଏକ ବୈଠକ ଅନୁଷ୍ଠିତ ହୋଇଛି।
ଆଲୋଚନା ପରେ ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା।