State
୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍ କେନ୍ଦ୍ର ଲୋକାର୍ପିତ
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍ କେନ୍ଦ୍ର ଲୋକାର୍ପଣ କରିଛନ୍ତି।...
ଅନ୍ତରୀଣ ବଜେଟ୍: ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା କେତେ?
ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିବା ବେଳେ ପ୍ରତିରକ୍ଷା ବିଭାଗ ପାଇଁ କିଛି ବିଶେଷ ଚିନ୍ତା କରିଛନ୍ତି।
ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଧ୍ୟାନ କଲେ ୫-ଟି ଅଧ୍ୟକ୍ଷ
ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ଠାରେ ଥିବା ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ତିବ୍ଦତୀୟମାନଙ୍କ ତରଫରୁ ସପ୍ତାହେବ୍ୟାପୀ ଏକ ସ୍ୱତନ୍ତ୍ର ପୂଜା...
ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ
ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ନିମ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି:
କନିଷ୍ଠ ଯନ୍ତ୍ରୀ ଗିରଫ
ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି
ନିର୍ବାଚନ ପୂର୍ବରୁ ଆଜି ଅନ୍ତରୀଣ ବଜେଟ୍, କ୍ରମାଗତ ଷଷ୍ଠ ଥର ବଜେଟ୍...
ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁବାର ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍
ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ
ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । ଅବିନାଶ କୁମାର ହେଲେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ର ଅତିରିକ୍ତ ସିପି ।
ବିଦା ହେଲେ ୫ଜଣ କୃଷି ଅଧିକାରୀ
ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ୟ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ଜଣ ଅଧିକାରୀ...
ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ
୬ତାରିଖ ସନ୍ଧ୍ୟାରେ ତାଙ୍କୁ ବୀରମିତ୍ରପୁରରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି
ସମଲେଇ ପ୍ରକଳ୍ପ ମହାଯଜ୍ଞରେ ଆଜି ପଡ଼ିବ ପୂର୍ଣ୍ଣାହୁତି
ଐତିହାସିକ ପ୍ରକଳ୍ପ ଲୋକାର୍ପଣ ପାଇଁ ଯଜ୍ଞ ଆୟୋଜନ କରାଯାଇଥିଲା। ୨୬ ତାରିଖରେ କଳସ ଯାତ୍ରା ପରେ ଅଧିବାସ ସହ ମୁଖ୍ୟ ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।
ଆଜି ଦିଆଯିବ ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟସ୍ତରୀୟ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କରାଯିବ।
୩ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୩ଟି ଜିଲ୍ଲାରେ ୪୪୦ଟି ପଞ୍ଚାୟତରେ ୧୦୧ଟି ଲକ୍ଷ୍ମୀ ବସ ଚଳାଚଳ କରିଛି I
ନକଲି ଶିକ୍ଷକ ସାବଧାନ, ଏବେ ଜୋରଦାର ହେବ ଧରପଗଡ଼
ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୬ରୁ ରାତି ୯ ଶ୍ରୀଜିଉଙ୍କ...
ଆଜି ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି।
୮ଟି ସହରରୁ ଅଯୋଧ୍ୟାକୁ ଉଡ଼ିବ ସିଧାସଳଖ ଫ୍ଲାଇଟ୍
ରାମ ମନ୍ଦିର ଉଦଘାଟନ ପରେ ଦେଶ ତଥା ବିଶ୍ୱର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚୁଛନ୍ତି ।
ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ
ଆଖି ବୁଜିବା ପୂର୍ବରୁ ବଞ୍ଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ ।









