ପ୍ରେସ କ୍ଲବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଠା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ l

ପ୍ରେସ କ୍ଲବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର :- ଆଜି ଜିଲ୍ଲା ପ୍ରେସ କ୍ଳବ ର ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ବିଭାଗଓ କେନ୍ଦ୍ରୀୟ ବିଦ୍ୟାଳୟ ର ସହଯୋଗ ରେ  ସକାଳ 8ଘଣ୍ଟା ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଳବ ର ସମ୍ପlଦକ ରଘୁନାଥ ଷଡ଼ଙ୍ଗୀ, ସମରେଶ ମିଶ୍ର, ଶମ୍ଭୁ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ବିଶି, ଅବଦୁଲ ମହସିନ ଖାନ, ଆଶୁତୋଷ ଦାଶ, ସତ୍ୟନାରାୟଣ ପାଣି,ଉତ୍ତମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ l ଏହି ଅବସର ରେ ଜଙ୍ଗଲ ବିଭାଗର D. F. O. ଦେବପ୍ରିୟ କମ୍ପ, A. C. F. ମିନାକ୍ଷୀ କୁମୁରା, A. C. F. ଆଶିଷ କୁମାର କହଁର , ଫୋରେଷ୍ଟର ସ୍ୱାଧୀନ ସାମଲଙ୍କ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜଲକ୍ଷ୍ମୀ ବିଶ୍ୱାଳ, ବିଜୟା ପ୍ରଧାନ, ଅକ୍ଷୟ କୁମାର ପ୍ରଧାନ, ଶ୍ରୀନିବାସ ହାତୀ ଓ ମନୋଜ  ପଶାୟତ, ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ପ୍ରେସ କ୍ଳବ ତରଫରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ 100 ଟି ଗାତରେ 100 ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରା ଯାଇ ଥିଲା  l

ରିପୋର୍ଟ ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର