IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

IAS ସ୍ତରରେ ବଦଳବଦଳ କଲେ ରାଜ୍ୟ ସରକାର । ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ESI ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି । ଯାମିନୀ ଷଡ଼ଙ୍ଗୀ ହେଲେ CT GST କମିଶନର । ସୁଧାଂଶୁ ମୋହନ ସାମଲଙ୍କୁ OMC ଲିମିଟେଡର ପରିଚାଳନା ନିର୍ଦ୍ଦଶକ ଦାୟିତ୍ବ ମିଳିଛି । ଆଉ ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ଶ୍ରମ କମିଶନର ।

ସେହିପରି ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି । ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତିର ରେଜିଷ୍ଟାର ଦାୟିତ୍ବ ମିଳିଛି ।