ଜାନୁଆରୀ ୨୨ରେ ହାଫ୍‌ ଡେ ଛୁଟି

ଜାନୁଆରୀ ୨୨କୁ ହାଫ୍ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଜାନୁଆରୀ ୨୨ରେ ହାଫ୍‌ ଡେ ଛୁଟି

ଜାନୁଆରୀ ୨୨ରେ ହାଫ୍‌ ଡେ ଛୁଟି
-ଜାନୁଆରୀ ୨୨କୁ ହାଫ୍ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର
-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ ଛୁଟି ଘୋଷଣା
-୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ସାରା ଦେଶ । ଏହି ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି । ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ସରକାରୀ ଅଫିସ, ସରକାରୀ ସଂସ୍ଥା, ସରକାରୀ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ । କର୍ମଚାରୀଙ୍କ ହିନ୍ଦୁ ଧର୍ମର ଭାବନା ଓ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 
ଏହି ଘୋଷଣା କରାଯାଇଛି ।