ତ୍ରୁଟିପୂର୍ଣ୍ଣ ମାର୍କସିଟ୍‌:  ସିବିଆଇ ତଦନ୍ତ ନର୍ଦ୍ଦେଶ

୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଜଣଙ୍କର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା । ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ହେଲେ ହାଇକୋର୍ଟ

ତ୍ରୁଟିପୂର୍ଣ୍ଣ ମାର୍କସିଟ୍‌:  ସିବିଆଇ ତଦନ୍ତ ନର୍ଦ୍ଦେଶ

ଭୁବନେଶ୍ୱର: ୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଜଣଙ୍କର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା । ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ହେଲେ ହାଇକୋର୍ଟ ।  ପରୀକ୍ଷାର୍ଥୀ ଅଂଶୁମାନ କାନୁନଗୋଙ୍କ ମାର୍କସିଟର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁମାନଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ । ୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ବୋକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କସିଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟ ଆସିଥିଲେ ଅଂଶୁମାନ ।