କୃଷି ଓ କୃଷକ ଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ
ଚାଷର ମେକାନାଇଜେସନ୍ ଏବଂ ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ସହ ନୂଆ ଟେକ୍ନୋଲୋଜି ବ୍ୟବହାର ଦିଗରେ ଦେଖାଉଛି ବାଟ
ରାଜ୍ୟରେ କୃଷି ଓ କୃଷକଙ୍କ ସଶକ୍ତିକରଣ ଧାରାକୁ ପ୍ରସାରିତ କରୁଛି 'କୃଷି ଓଡ଼ିଶା'।