5T ସଚିବ ଶ୍ରୀ ଭିକେ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ଗୁହାଳଡିହି ସବାଇ ଉତ୍ପାଦକ ଗୋଷ୍ଠୀର ମା’ମାନଙ୍କୁ ଭେଟିଛନ୍ତି।
ସେମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ Mission Shakti Odisha ମା’ଙ୍କୁ ଉଦ୍ଯୋଗୀ ଭାବେ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ମହତ ଲକ୍ଷ୍ୟ ବିଷୟରେ ସେ ଆଲୋଚନା କରିଛନ୍ତି।

#5T ସଚିବ ଶ୍ରୀ ଭିକେ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ଗୁହାଳଡିହି ସବାଇ ଉତ୍ପାଦକ ଗୋଷ୍ଠୀର ମା’ମାନଙ୍କୁ ଭେଟିଛନ୍ତି।