ସହରାଞ୍ଚଳରେ ସ୍ଥାପିତ ହେଲା 'ମୋ ସେବା କେନ୍ଦ୍ର'
ଲୋକଙ୍କ ହାତ ପାଆନ୍ତାରେ ଉପଲବ୍ଧ ହେଉଛି ସରକାରୀ ସେବା। ଆଧାର କାର୍ଡ, ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ରଠାରୁ ଆରମ୍ଭ କରି ଭୋଟର କାର୍ଡ ପଞ୍ଜିକରଣ ଭଳି ସୁବିଧା
ସହରାଞ୍ଚଳରେ ସ୍ଥାପିତ 'ମୋ ସେବା କେନ୍ଦ୍ର' ରେ ଲୋକଙ୍କ ହାତ ପାଆନ୍ତାରେ ଉପଲବ୍ଧ ହେଉଛି ସରକାରୀ ସେବା। ଆଧାର କାର୍ଡ, ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ରଠାରୁ ଆରମ୍ଭ କରି ଭୋଟର କାର୍ଡ ପଞ୍ଜିକରଣ ଭଳି ସୁବିଧା ସହ #5T ଭିତ୍ତିରେ ଉତ୍ତମ ସେବା ଯୋଗୁଁ ସହରାଞ୍ଚଳବାସୀ ବିଶେଷ ଭାବେ ଉପକୃତ ହେଉଛନ୍ତି।