ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ଦ୍ରୌପଦୀ ମୁର୍ମୁ

ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ଦ୍ରୌପଦୀ ମୁର୍ମୁ

ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମ ଓ ସରବିଆ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମରେ ଭାରତୀୟ ସମୁଦାୟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ କାର୍ଯ୍ୟକ୍ରମ ଆରମ୍ଭରୁ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଶୋକ ବ୍ୟକ୍ତ କରିବା ସହ ୨ ମିନିଟ୍ର ନୀରବ ପ୍ରାର୍ଥନା କରିଛନ୍ତି । ସୁରିନାମ ଗସ୍ତ ସାରି ଏବେ ସର୍ବିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ମୁର୍ମୁ ।