ମାର୍ଚ୍ଚ ୫ ରୁ ଭୁବନେଶ୍ୱର-ଦୁବାଇ ବିମାନ ସେବା

ଏହା ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ହେବ।

ମାର୍ଚ୍ଚ ୫ ରୁ ଭୁବନେଶ୍ୱର-ଦୁବାଇ ବିମାନ ସେବା

ମାର୍ଚ୍ଚ ୫ ରୁ ଭୁବନେଶ୍ୱର-ଦୁବାଇ ବିମାନ ସେବା ।

ଏହା ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ହେବ।

ବିମାନ ନଂ 6E 0027 ମାର୍ଚ୍ଚ ୫ ସନ୍ଧ୍ୟା 18.05 ରେ ଭୁବନେଶ୍ୱରରୁ ଛାଡିବ।

ଏହା ରାତି 21.45 ରେ ଦୁବାଇରେ ପହଞ୍ଚିବ।

ସେହିପରି ବିମାନ ନଂ 6E 0028 ପୂର୍ବାହ୍ନ 11.25 ରେ ଦୁବାଇ ଛାଡି ସନ୍ଧ୍ୟା 17.05ରେ ଭୁବନେଶ୍ୱରରେ ପହଞ୍ଚିବ।