କଟକରୁ ପୁଣି ଜଣେ ବଡ଼ ଠକ ଗିରଫ

କେସରପୁର ଅଞ୍ଚଳର ମୁଲାନା କୈଫି ଖାନକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଦାମୀ କାର ଜବତ

କଟକରୁ ପୁଣି ଜଣେ ବଡ଼ ଠକ ଗିରଫ

ବଡ଼ ଠକ ଗିରଫ। କେସରପୁର ଅଞ୍ଚଳର ମୁଲାନା କୈଫି ଖାନକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଦାମୀ କାର ଜବତ। ଏକ ବୁଲେଟ ଜବତ। ଦୁଇ ଲକ୍ଷ ୭୬ ହଜାର ୪୧୦ ନଗଦ ଟଙ୍କା ଜବତ। ୭୦ ଟି ମୋବାଇଲ ଫୋନ ଜବତ। ୨୦ ଟି ଦାମୀ ଘଣ୍ଟା ଜବତ। ୧୩ ଟି ବିଭିନ୍ନ ପଲିସି ଏବଂ ବଣ୍ଡ କାଗଜପତ୍ର ଜବତ। ବିପୁଳ ପରିମାଣରେ ପିତ୍ତଳ ମୂର୍ତି, ହୀରା ପରି ଦିଶୁଥିବା କାଥ ଧାତୁ, ପିତ୍ତଳ ବିସ୍କୁଟ ଜବତ।