Tag: #Road

Paradip

ବାରମ୍ବାର ରାସ୍ତା ଦୁର୍ଘଟଣା ରେ ଯାଉଛି ଜୀବନ

ଆଜି ପୁଣି ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ପାରାଦୀପ ର ଦୋଛକି ଠାରୁ ଅଠରବାଙ୍କି ପାଲଟିଛି ମୃତ୍ୟୁ ପଥ ବା ଜୀବନ ନେବା ରାସ୍ତା