Tag: #Koraput

Koraput

କୋରାପୁଟ ଜିଲ୍ଲାର ଲୋକାର୍ପିତ ହେଲା ସେମିଳିଗୁଡା ବସଷ୍ଟାଣ୍ଡ

କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ନିର୍ମାଣଧିନ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି।

Koraput

କୋରାପୁଟ ଗସ୍ତରେ ରାଜ୍ୟପାଳ

ରାଜ୍ୟପାଳ ରଘୁବର ଦାସ କୋରାପୁଟ କଫି ବୋର୍ଡ଼ ବୁଲି ଦେଖିବା ସହିତ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି

Koraput

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିଲା, ଉପକୃତ ହେବେ ୧୩ ଲକ୍ଷ ଲୋକ

Koraput

ଘାଟିରୁ କାର ଖସି ୩ ମୃତ

ଘାଟିରୁ କାର ଖସି ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ I କୋରାପୁଟ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଘଟିଛି ଏହି ଅଘଟଣ ।

Koraput

ଟ୍ରାକରେ ଗଛ: ଅଟକିଲା ଟ୍ରେନ

କାଳବୈଶାଖୀରେ ଗଛ ଡାଳ ପଡିବାରୁ ଅଟକିଲା ପାସେଞ୍ଜେର ଟ୍ରେନ୍ । ରାୟଗଡା ଓ ସିଙ୍ଗାପୁର ଷ୍ଟେସନ ମଝିରେ ଅଟକିଲା ଟ୍ରେନ୍ ।

Koraput

ନକଲି ପ୍ରେସ ଗାଡିରୁ ଅସଲି ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଲା ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକରୁ ଏକ ଗାଡ଼ିରୁ ପୋଲିସ ୧୫୧ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି।

Koraput

କୋରାପୁଟ ଜିଲ୍ଲାରେ ୭ ମିନିଟରେ ୫୩୯୫ ଥର ବଜ୍ରପାତ

ଗତ ତିନି ଦିନ ହେଲା କୋରାପୁଟ ଜିଲ୍ଲାରେ ଭୀଷଣ ବଜ୍ରପାତ ଘଟୁଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ।