Tag: bjd candidate
ଆସିଲା ବିଜେଡି ପ୍ରାର୍ଥୀ ତାଲିକା
ପ୍ରଥମେ ବିଜେପି ଆଉ ଏବେ ୩ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।
ବିଜେଡି ପୁଣି ଘୋଷଣା କଲା ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାମ
ବିଜେଡି ଆଜି ପୁଣି ବାକିଥିବା ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି
ଝାରସୁଗୁଡା ଉପନିର୍ବାଚନ:ନାମାଙ୍କନ ଭରିଲେ ଦୀପାଳି ଦାସ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।