Tag: #Biporjoy

National

ବିପର୍ଯ୍ୟୟ ରଚିଲା ବିପର୍ଯ୍ୟୟ

ଆରବ ସାଗରରୁ ଉଠିଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟା ୬.୪୫ ବେଳେ ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ।