ଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରିଲା ଏବିଭିପି

ମାଟ୍ରିକ୍ ବିଭ୍ରାଟକୁ ନେଇ ଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛି  ଏବିଭିପି

ଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରିଲା ଏବିଭିପି

ମାଟ୍ରିକ୍ ବିଭ୍ରାଟକୁ ନେଇ ଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛି  ଏବିଭିପି । ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସ ଭବନ ଘେରିଲା ଏବିଭିପି । ପରୀକ୍ଷା ପରିଚାଳନାରେ ସରକାର ବିଫଳ ହେଉଥିବା ଅଭିଯୋଗ ନେଇ ଘେରାଉ କରିଛି ।