ପଞ୍ଜାବରେ ଗ୍ୟାସ ଲିକ, ୯ ମୃତ
ପଞ୍ଜାବ ଲୁଧିଆନାରେ ଗ୍ୟାସ ଲିକ ଘଟଣାରେ ୯ ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି।

ପଞ୍ଜାବ ଲୁଧିଆନାରେ ଗ୍ୟାସ ଲିକ ଘଟଣାରେ ୯ ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ସାମିଲ ହୋଇଥିବାବେଳେ ଘଟଣାସ୍ଥଳରେ ଡାକ୍ତରୀ ଟିମ ପହଞ୍ଚିଥିବା ସୂଚନା ମିଳିଛି। କେଉଁ ପ୍ରକାର ଗ୍ୟାସ ଲିକ ଯୋଗୁଁ ମୃତାହତ ହୋଇଛି ତାହାର କାରଣ ସ୍ପଷ୍ଟ ହୋଇନି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।