Posts
ଶିଳ୍ପମନ୍ତ୍ରୀ ଙ୍କ ବଡ ବୟାନ , ପାରାଦୀପକୁ ପେଟ୍ରୋକେମିକାଲ ହବ୍...
ପାରାଦୀପକୁ ପେଟ୍ରୋକେମିକାଲ ହବ୍ କରାଯିବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଧାନସଭାରେ ଘୋଷଣା କରିଛନ୍ତି
ଏଥର ମଦ ପିଇ ଗାଡ଼ି ଚଳାଇଲେ ଆଉ ତ୍ରାହି ନାହିଁ : ସିଧା ଜେଲ୍ ଯିବେ...
ସୂଚନା ଦେଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର
୨୦୨୪ ନିର୍ବାଚନ ଲଢ଼ି ପାରିବେନି କି ରାହୁଲ ? ବିବାଦୀୟ ବୟାନ ବଢ଼ାଇଲା...
ରାହୁଲ ଗାନ୍ଧୀଙ୍କ ପାଇଁ ବଡ ସମସ୍ୟ ସୃଷ୍ଟି କରିଛି କୋର୍ଟଙ୍କ ଆଭିମୁଖ୍ୟ ରାଜନୈତିକ ପଶାପାଲି ରେ ପେଶି ହୋଇଯାଉଛନ୍ତି କି ରାହୁଲ୍ ?
ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର
ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ନେହେରୁ ଯୁବକେନ୍ଦ୍ର ଢେଙ୍କାନାଳ ସହଯୋଗ ଏବଂ ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ଆନୁକୂଲ୍ୟରେ ଗଁଦିଆ ବ୍ଲକର ସନ୍ଥପୁରଠାରେ ୧୭ରୁ...
ସୌଜନ୍ୟମୂଳକ ଭେଟଘାଟ, ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ...
ସୃଷ୍ଟି ହେବାକି ଓଡିଶା-ପଶ୍ଚିମବଙ୍ଗ ଲୁହାପଥର ଶିଳ୍ପ କରିଡର, ସାକ୍ଷାତକାର ରେ ଏନେଇ ଆଲୋଚନା
ରାଜ୍ୟ ବିଜେପିର ନୂଆ ମୁଖିଆ ହେଲେ ମନମୋହନ ସାମଲ
ବଦଳିଲେ ରାଜ୍ୟ ବିଜେପି ମୁଖିଆ । ନୁଆ ବିଜେପି ରାଜ୍ୟ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ ସାମଲ । ମନମୋହନଙ୍କୁ...
ପାରାଦୀପ୍ ରେ ଚାଞ୍ଚଲ୍ଯ , ଜମି ମାଲିକାନା ନେଇ ଦୁଇ ପକ୍ଷ ମୁହାଁ...
କବାଡିଆ ଖେଳୁଛି ଖେଳ, ଗୋଟିଏ ଜମି ର ଦୁଇ ଜଣ ଦାବିଦାର, ତାହା ପୁଣି ପାରାଦୀପ ପ୍ରବେଶ ପଥ ଦୋଛକି ଠାରେ
ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣି କୁଅଁର
କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।
ପାରାଦ୍ବୀପରେ ସ୍ଥାପନା ହେବ ୬୧ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ...
ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସ୍ଥାପନା ପାଇଁ ଭାରତୀୟ ତୈଳ ନିଗମର ଯୋଜନାକୁ ବୋର୍ଡ ତରଫରୁ ଅନୁମୋଦନ ମିଳିଛି
IOCL to invest ₹61,077 crore to set up petrochemical complex...
The project will be the oil marketing company’s largest ever investment at a single location
ସୁକିନ୍ଦା ପ୍ରେସ କ୍ଳବ ର ୨୩ ତମ ବାର୍ଷିକୋତ୍ସବ
ସାମ୍ବାଦିକ ଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି : ମନ୍ତ୍ରୀ ପ୍ରିତୀରଂଜନ ଘଡେଇ
ଢେଙ୍କାନାଳ ଖେଳାଳି ଙ୍କ କୃତିତ୍ୱ ନେଇ ସମ୍ବର୍ଦ୍ଧନା
ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ ସେକ୍ରେଟାରୀ ଏବଂ ସମସ୍ତ ସଦସ୍ୟ ତଥା ଖେଳାଳିମାନେ ରୋଶନିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି |
ଗର୍ଭ ଗୃହରେ ଉତ୍ପାତ କରୁଛନ୍ତି ମୂଷା-ଅସରପା ! ଚିନ୍ତା ରେ ସେବାୟତ...
ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି
ଆମାଜନ ପୁଣି ଛଟେଇ କରିବ ୯ ହଜାର କର୍ମଚାରୀ
କଂପାନି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରାୟ ୯ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ।








