Posts
ଆଜି ଜଗଜ୍ଜନନୀ ମା' ଦୁର୍ଗାଙ୍କ ଧରାବତରଣ
ପାର୍ବଣ ମହକରେ ପୂରି ଉଠିଲାଣି ସହର ବଜାର। ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା
୨୦୨୮ ଶେଷ ପର୍ଯ୍ୟନ୍ତ ମାଗଣା ମିଳିବ ରାସନ ଚାଉଳ
୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ ।
ହରିୟାଣାରେ ବିଜେପି ବିଜୟର ସୂତ୍ରଧର
ଦଳ ମନୋହର ଲାଲ୍ ଖଟ୍ଟରଙ୍କୁ ଦୂରେଇ ରଖି ଲୋକଙ୍କ ଅସନ୍ତୋଷଙ୍କୁ ପ୍ରଶମିତ କରିଥିଲା, ସେହିପରି ନିର୍ମଳ ଭାବମୂର୍ତ୍ତି ସଂପନ୍ନ ନାୟବ ସିଂହ ସାଇନିଙ୍କୁ ଆଣିଥିଲା...
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି
ଦଶହରା ପୂର୍ବରୁ ସରକାରୀ କର୍ମଚାରୀମାନଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର
ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି।
ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା
୧୭୫୦ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିଛି।
ଖୁବ୍ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡ଼ା
ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି
୧୩ଟି ଥାନାରେ ସିସିଟିଭି ନାହିଁ:ADG
୧୩ଟି ଥାନାରେ ନାହିଁ ସିସିଟିଭି । ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍
୬,୦୧୫ ଭୋଟ ବ୍ୟବଧାନରେ ଯୋଗେଶ କୁମାରଙ୍କୁ ହରାଇଲେ ଭିନେଶ ଫୋଗଟ୍
ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିଛନ୍ତି କଂଗ୍ରେସର ଭିନେଶ ଫୋଗଟ୍
ଭାରତୀୟ ତଟ ରକ୍ଷୀ ବାହିନୀ ର ଅଭ୍ୟାସ କାର୍ମଶାଳା
ଭାରତୀୟ ତଟ ରକ୍ଷକ ପକ୍ଷରୁ ୦୭-୦୮ ଅକ୍ଟୋବର ୨୦୨୪ ରେ ପାରାଦୀପ ଉପକୂଳରେ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କର୍ମଶାଳା ଏବଂ ସାମୁଦ୍ରିକ ଅଭ୍ୟାସର ଆୟୋଜନ
ଓପିଏସସିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଲେ ଅରୁଣ ଷଡ଼ଙ୍ଗୀ
ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ
ଏଥିରେ ଆସନ୍ତା ୧୪ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କାର୍ତ୍ତିକ ମାସର ବାଳଧୂପ ନୀତି ନିର୍ଘଣ୍ଟ ଅନୁମୋଦନ ହେବ
ହରିୟାଣାରେ ହାଟ୍ରିକ୍ ଲକ୍ଷ୍ୟରେ ବିଜେପି
ହରିୟାଣାରେ ମ୍ୟାଜିକ୍ ନମ୍ଵର ଟପିଲା ବିଜେପି। କଂଗ୍ରେସକୁ ମାତ୍ ଦେଇ ବିଜେପି ମ୍ୟାଜିକ୍ ନମ୍ଵର ଛୁଇଁଛି
ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା
ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ରହିବ
ଦୀର୍ଘ ସମୟ ଧରି ବୁଲିଲା ଶବ
ମେଡିକାଲ୍ରୁ ଶ୍ମଶାନ୍, ଶ୍ମଶାନରୁ ମେଡିକାଲ୍। ବଞ୍ଚିଥିବା ଭାବି ସାହି ଭାଇ ଓ ପରିବାର ଲୋକ ଆଜି ମୃତଦେହକୁ ଧରି ଏମିତି ହଲ୍ଲାପଟା ହୋଇଛନ୍ତି।








